ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଗରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଗରୀ   ବିଶେଷ୍ୟ

ଅର୍ଥ : ମନୁଷ୍ୟ ନିର୍ମିତ ଏକ ପ୍ରକାର ବସ୍ତି ଯାହା ଗାଁ ଓ ଛୋଟ ସହରଠାରୁ ବହୁତ ବଡ଼ ଏବଂ ଯେଉଁଥିରେ ବିଭିନ୍ନ ପ୍ରକାରର ଲୋକ ରହନ୍ତି ଏବଂ ବଜାର ରହିଥାଏ

ଉଦାହରଣ : ମୁମ୍ବାଇ ଭାରତର ସବୁଠୁ ବଡ଼ ସହର

ସମକକ୍ଷ : ଟାଉନ୍‌, ନଗର, ମହାନଗରୀ, ସହର, ସିଟି

मनुष्य की वह बस्ती जो गाँव और कस्बे से बहुत बड़ी होती है और जिसमें सब तरह के बहुत-से लोग रहते और बाज़ार होते हैं।

मुम्बई भारत का सबसे बड़ा शहर है।
तमस, तमस्, नगर, नगरी, पुर, शहर, सिटी, स्थानक