ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଖରା କାଢ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଖରା କାଢ଼ିବା   କ୍ରିୟାପଦ

ଅର୍ଥ : କାହାକୁ ମୁଗ୍ଧ କରିବା ବା ନିଜର ସତମିଛ ଅସ୍ୱୀକୃତି ବା ସୁକୁମାରତା ସୂଚିତ କରିବାପାଇଁ ସ୍ତ୍ରୀ ସଦୃଶ ଭଙ୍ଗୀ ପ୍ରକାଶ କରିବା ଅବସ୍ଥା

ଉଦାହରଣ : ମୋ ସ୍ତ୍ରୀ ବହୁତ ଛଇ ଦେଖାଏ

ସମକକ୍ଷ : ଛଇ ଦେଖେଇବା, ଛୋପରି ହେବା

किसी को रिझाने या झूठ-मूठ अपनी अस्वीकृति या सुकुमारता सूचित करने के लिए स्त्रियों की अथवा स्त्रियों की सी चेष्टा करना।

मेरी पत्नी बहुत नख़रे दिखाती है।
चोचले करना, नखरा दिखाना, नख़रा दिखाना, नाज नखरा करना, नाज़ नख़रा करना, बनना

Talk or behave amorously, without serious intentions.

The guys always try to chat up the new secretaries.
My husband never flirts with other women.
butterfly, chat up, coquet, coquette, dally, flirt, mash, philander, romance