ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୂଆଁଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୂଆଁଳିଆ   ବିଶେଷ୍ୟ

ଅର୍ଥ : ଅସ୍ପଷ୍ଟ ହେବା ଅବସ୍ଥା ବା ଭାବ

ଉଦାହରଣ : କୁହୁଡ଼ି କାରଣରୁ ଏଠରେ ଅସ୍ପଷ୍ଟତା ଅଛି

ସମକକ୍ଷ : ଅସ୍ପଷ୍ଟତା, ଜାଲୁଜାଲିଆ, ଝାପସା

अस्पष्ट होने की अवस्था या भाव।

धुँध के कारण यहाँ पर अस्पष्टता है।
अस्पष्टता, धूमलता, धूमिलता

Incomprehensibility as a result of not being clear.

unclearness

ଧୂଆଁଳିଆ   କ୍ରିୟାପଦ

ଅର୍ଥ : ଧୂଆଁ ଲାଗିବା କାରଣରୁ କଳା ପଡ଼ିଯିବା

ଉଦାହରଣ : ଅତ୍ୟଧିକ ଧୂଆଁ କାରଣରୁ ସାରା ଘର ଧୂଆଁଳିଆ ହୋଇଯାଇଛି

धुँआँ लगने के कारण काला होना।

अत्यधिक धुँआँ के कारण पूरा घर धुअँठ गया है।
धुअँठना

ଧୂଆଁଳିଆ   ବିଶେଷଣ

ଅର୍ଥ : ଧୂଆଁ ରଙ୍ଗର

ଉଦାହରଣ : କୁହୁଡ଼ି କାରଣରୁ ସବୁକିଛି ଧୂଆଁଳିଆ ଦେଖା ଯାଉଥିଲା

धुएँ के रंग का।

कोहरे के कारण सब कुछ धूमिल नज़र आ रहा है।
धूमल, धूमिल, धोमय

Filled or abounding with fog or mist.

A brumous October morning.
brumous, foggy, hazy, misty