ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ପଷ୍ଟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ପଷ୍ଟତା   ବିଶେଷ୍ୟ

ଅର୍ଥ : କମ ଅନ୍ଧାର ହେବାର ଅବସ୍ଥା ବା ଭାବ

ଉଦାହରଣ : ସଂଧ୍ୟାର ଅସ୍ପଷ୍ଟତାରେ ଚୋର ଘର ଭିତରକୁ ପଶିଗଲା

कम अँधेरा होने की अवस्था या भाव।

शाम के धुँधलके में चोर घर के भीतर घुस गया।
धुँधलका, धुंधल, धुंधलका

ଅର୍ଥ : ଅସ୍ପଷ୍ଟ ହେବା ଅବସ୍ଥା ବା ଭାବ

ଉଦାହରଣ : କୁହୁଡ଼ି କାରଣରୁ ଏଠରେ ଅସ୍ପଷ୍ଟତା ଅଛି

ସମକକ୍ଷ : ଜାଲୁଜାଲିଆ, ଝାପସା, ଧୂଆଁଳିଆ

अस्पष्ट होने की अवस्था या भाव।

धुँध के कारण यहाँ पर अस्पष्टता है।
अस्पष्टता, धूमलता, धूमिलता

Incomprehensibility as a result of not being clear.

unclearness

ଅର୍ଥ : ଧୂଆଁଳିଆ ବା ଅସ୍ପଷ୍ଟ ହେବାର ଅବସ୍ଥା ବା ଭାବ

ଉଦାହରଣ : ମୋତିଆବିନ୍ଦୁ କାରଣରୁ ଆଖିଗୁଡ଼ିକରେ ଅସ୍ପଷ୍ଟତା ଆସିଗଲା

धुँधला या अस्पष्ट होने की अवस्था या भाव।

मोतियाबिंद के कारण आँखों में धुँधलापन आ गया है।
धुँधलाई, धुँधलापन, धुंधलाई, धुंधलापन, धुंधुकार