ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୁରୁମୁସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୁରୁମୁସ   ବିଶେଷ୍ୟ

ଅର୍ଥ : ବାଡି ଲାଗିଥିବା ଏକ ଲୁହା ଉପକରଣ ଯାହାର ତଳ ଭାଗ ଗୋଲ ଓ ସମତଳ ଏବଂ ଯାହାଦ୍ୱାରା ଗୋଡି,ମାଟି ଆଦି ପିଟି ସମାନ କରାଯାଏ

ଉଦାହରଣ : ରାସ୍ତା ତିଆରି କରିବାପାଇଁ ମଜୁରିଆମାନେ ଧୁର୍ମୁସରେ ପଥର ପିଟୁଛନ୍ତି

ସମକକ୍ଷ : ଧୁର୍ମୁସ

डंडा लगा हुआ लोहे का एक उपकरण जिसके नीचे का भाग गोल और समतल होता है और जिससे कंकड़,मिट्टी आदि पीटकर बराबर करते हैं।

सड़क बनाने के लिए मजदूर पत्थरों को दुरमुट से पीट रहे हैं।
दुरमिस, दुरमुट, दुरमुस, दुर्मुस

A tool for driving or forcing something by impact.

ram