ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୁମ୍ର-ପାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୁମ୍ର-ପାନ   ବିଶେଷ୍ୟ

ଅର୍ଥ : ନିଶା ହେବାଲାଗି ତମାଖୁ,ସୁରତୀ ଆଦିକୁ ଜଳାଇକରି ଏହାକୁ ବାରମ୍ବାର ପାଟିରେ ଟାଣିକରି ଧୁଆଁ ନେଇ ବାହାର କରିବାର କାର୍ଯ୍ୟ

ଉଦାହରଣ : ଧୁମ୍ରପାନ ଶରୀର ପାଇଁ ହାନିକାରକ

ସମକକ୍ଷ : ଧୁମ୍ର ପାନ, ଧୁମ୍ରପାନ, ସ୍ମୋକିଙ୍ଗ୍

नशे आदि के लिए तबाकू, सुरती आदि को सुलगाकर उसे बार-बार मुँह से खींचकर धुँआ मुँह में लेने और बाहर निकालने की क्रिया।

धूम्रपान सेहत के लिए हानिकारक है।
धूम पान, धूम-पान, धूमपान, धूम्र पान, धूम्र-पान, धूम्रपान, स्मोकिंग

The act of smoking tobacco or other substances.

He went outside for a smoke.
Smoking stinks.
smoke, smoking

ଅର୍ଥ : ସୁଶ୍ରୁତଙ୍କ ଅନୁସାରେ କିଛି ବିଶିଷ୍ଟ ପ୍ରକାରର ଔଷଧଗୁଡିକର ଧୂଆଁ ଯାହାକୁ ନଳ ଦ୍ବାରା ରୋଗୀକୁ ସେବନ କରିବାକୁ ଦିଆଯାଉଥିଲା

ଉଦାହରଣ : ରୋଗୀର ଧୁମ-ପାନରେ ଅନେକ ଲାଭ ହୁଏ

ସମକକ୍ଷ : ଧୁମ ପାନ, ଧୁମ-ପାନ, ଧୁମପାନ, ଧୁମ୍ର ପାନ, ଧୁମ୍ରପାନ

सुश्रुत के अनुसार कुछ विशिष्ट प्रकार की औषधियों का धुआँ जो नल द्वारा रोगी को सेवन कराया जाता था।

रोगी को धूम-पान से बहुत लाभ हुआ है।
धूम पान, धूम-पान, धूमपान, धूम्र पान, धूम्र-पान, धूम्रपान