ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୁମ୍ର ପାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୁମ୍ର ପାନ   ବିଶେଷ୍ୟ

ଅର୍ଥ : ନିଶା ହେବାଲାଗି ତମାଖୁ,ସୁରତୀ ଆଦିକୁ ଜଳାଇକରି ଏହାକୁ ବାରମ୍ବାର ପାଟିରେ ଟାଣିକରି ଧୁଆଁ ନେଇ ବାହାର କରିବାର କାର୍ଯ୍ୟ

ଉଦାହରଣ : ଧୁମ୍ରପାନ ଶରୀର ପାଇଁ ହାନିକାରକ

ସମକକ୍ଷ : ଧୁମ୍ର-ପାନ, ଧୁମ୍ରପାନ, ସ୍ମୋକିଙ୍ଗ୍

नशे आदि के लिए तबाकू, सुरती आदि को सुलगाकर उसे बार-बार मुँह से खींचकर धुँआ मुँह में लेने और बाहर निकालने की क्रिया।

धूम्रपान सेहत के लिए हानिकारक है।
धूम पान, धूम-पान, धूमपान, धूम्र पान, धूम्र-पान, धूम्रपान, स्मोकिंग

The act of smoking tobacco or other substances.

He went outside for a smoke.
Smoking stinks.
smoke, smoking

ଅର୍ଥ : ସୁଶ୍ରୁତଙ୍କ ଅନୁସାରେ କିଛି ବିଶିଷ୍ଟ ପ୍ରକାରର ଔଷଧଗୁଡିକର ଧୂଆଁ ଯାହାକୁ ନଳ ଦ୍ବାରା ରୋଗୀକୁ ସେବନ କରିବାକୁ ଦିଆଯାଉଥିଲା

ଉଦାହରଣ : ରୋଗୀର ଧୁମ-ପାନରେ ଅନେକ ଲାଭ ହୁଏ

ସମକକ୍ଷ : ଧୁମ ପାନ, ଧୁମ-ପାନ, ଧୁମପାନ, ଧୁମ୍ର-ପାନ, ଧୁମ୍ରପାନ

सुश्रुत के अनुसार कुछ विशिष्ट प्रकार की औषधियों का धुआँ जो नल द्वारा रोगी को सेवन कराया जाता था।

रोगी को धूम-पान से बहुत लाभ हुआ है।
धूम पान, धूम-पान, धूमपान, धूम्र पान, धूम्र-पान, धूम्रपान