ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାର ନେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାର ନେବା   କ୍ରିୟାପଦ

ଅର୍ଥ : କୌଣସି ସ୍ଥାନରୁ ବା କାହାଠାରୁ ଫେରସ୍ତ କରିବା ସର୍ତ୍ତରେ କିଛି ଜିନିଷ ନେବା

ଉଦାହରଣ : ମୁଁ ଏକ ସପ୍ତାହପାଇଁ ତା ବହି ଉଧାର ନେଇଛି

ସମକକ୍ଷ : ଉଧାର ନେବା

कहीं से या किसी से वापस करने की शर्त पर कोई वस्तु आदि लेना।

मैंने एक सप्ताह के लिए उसकी पुस्तक उधार ली है।
उधार लेना

Get temporarily.

May I borrow your lawn mower?.
borrow

ଅର୍ଥ : କୌଣସି ସ୍ଥାନରୁ ବା କାହାଠାରୁ ସୁଧ ସହିତ ବା ବିନା ସୁଧରେ ଫେରସ୍ତ କରିବା ସର୍ତ୍ତରେ ଧନ ନେବା

ଉଦାହରଣ : ସେ ଘର ତିଆରି କରିବା ପାଇଁ ବ୍ୟାଙ୍କରୁ ଋଣ ନେଲା

ସମକକ୍ଷ : ଉଧାର ନେବା, ଋଣ ନେବା, କରଜ ନେବା

कहीं से या किसी से ब्याज सहित या बिना ब्याज के वापस करने की शर्त पर धन लेना।

उसने घर बनाने के लिए बैंक से उधार लिया।
उधार लेना, ऋण लेना, कर्ज लेना, कर्जा लेना, क़र्ज़ लेना