ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସ୍ଥାନରୁ ବା କାହାଠାରୁ ସୁଧ ସହିତ ବା ବିନା ସୁଧରେ ଫେରସ୍ତ କରିବା ସର୍ତ୍ତରେ ଧନ ନେବା
ଉଦାହରଣ : ସେ ଘର ତିଆରି କରିବା ପାଇଁ ବ୍ୟାଙ୍କରୁ ଋଣ ନେଲା
ସମକକ୍ଷ : ଉଧାର ନେବା, ଋଣ ନେବା, ଧାର ନେବା
कहीं से या किसी से ब्याज सहित या बिना ब्याज के वापस करने की शर्त पर धन लेना।
ସଂସ୍ଥାପନ କରନ୍ତୁ