ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାରଣ   ବିଶେଷ୍ୟ

ଅର୍ଥ : (ନିଜ ଉପରକୁ )ନେବାର କ୍ରିୟା

ଉଦାହରଣ : ଭଗବାନ ଶଙ୍କର ଗଙ୍ଗାଙ୍କୁ ନିଜ ମୁଣ୍ଡଉପରେ ଧାରଣ କରିଥିଲେ

(अपने ऊपर) लेने की क्रिया।

भगवान शंकर ने गंगा को अपने मस्तक पर धारण किया है।
धारण

ଅର୍ଥ : ପିନ୍ଧିବାର କ୍ରିୟା

ଉଦାହରଣ : ଶୀଲା ନୂଆନୂଆ ଆଭୂଷଣ ଧାରଣ କରିଛି

पहनने की क्रिया।

शीला नए-नए आभूषण धारण किए हुए है।
धारण

The act of having on your person as a covering or adornment.

She bought it for everyday wear.
wear, wearing