ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାତ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାତ୍ରୀ   ବିଶେଷ୍ୟ

ଅର୍ଥ : ପ୍ରସୂତୀର ଉପଚାର ଏବଂ ସେବା ସୁଶ୍ରୁଷା କରୁଥିବା ସ୍ତ୍ରୀ

ଉଦାହରଣ : ଚିକିତ୍ସକ ପ୍ରସୂତୀର ଭଲମନ୍ଦ ଦେଖିବାପାଇଁ ଜଣେ ଧାଈକୁ ନିଯୁକ୍ତ କରିଛନ୍ତି

ସମକକ୍ଷ : ଧାଈ

प्रसूता का उपचार और सेवा-सुश्रूषा करनेवाली स्त्री।

चिकित्सक ने प्रसूता की देख-रेख के लिए एक दाई को नियुक्त किया।
दाई

A woman skilled in aiding the delivery of babies.

accoucheuse, midwife

ଅର୍ଥ : ଅନ୍ୟର ପିଲାକୁ ନିଜ କ୍ଷୀର ପିଆଇବା କିମ୍ବା ତାର ଦେଖାଶୁଣା କରୁଥିବା ସ୍ତ୍ରୀ

ଉଦାହରଣ : ମା’ଙ୍କର ମୃତ୍ୟୁପରେ ଶ୍ୟାମ ଜଣେ ଧାତ୍ରୀଙ୍କ କୋଳରେ ବଢ଼ିଲେ

ସମକକ୍ଷ : ଧାଈ

दूसरे के बच्चे को अपना दूध पिलाने या उसकी देख-रेख करने वाली स्त्री।

माँ की मृत्यु के बाद श्याम एक धाय की गोद में पला-बढ़ा।
अन्ना, आया, दाई, धाई, धात्री, धात्रेयी, धाय, धाय माँ, पपु, मातृका

A woman hired to suckle a child of someone else.

amah, wet nurse, wet-nurse, wetnurse