ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧର୍ମଶାସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧର୍ମଶାସ୍ତ୍ର   ବିଶେଷ୍ୟ

ଅର୍ଥ : ଜନସାଧାରଣଙ୍କ ହିତପାଇଁ ଉଲ୍ଲେଖ କରାଯାଉଥିବା ଧାର୍ମିକ ଗ୍ରନ୍ଥ

ଉଦାହରଣ : ମୋ ମା’ ଅବସର ସମୟରେ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରନ୍ତି

ସମକକ୍ଷ : ଶାସ୍ତ୍ର

जन-साधारण के हित के लिए विधान बतलाने वाले धार्मिक ग्रंथ।

मेरी माँ खाली समय में शास्त्रों का अध्ययन करती है।
धर्मशास्त्र, प्रयोग, शास्त्र

Any writing that is regarded as sacred by a religious group.

sacred scripture, scripture

ଅର୍ଥ : ଯେଉଁ ଶାସ୍ତ୍ରରେ ଧର୍ମ ବିଷୟରେ ଅଧ୍ୟୟନ କରାଯାଏ

ଉଦାହରଣ : ସେ ଧର୍ମଶାସ୍ତ୍ରରେ ସ୍ନାତକ କରିଛନ୍ତି

वह शास्त्र जिसमें धर्म के विषय में अध्ययन किया जाता है।

वह धर्मशास्त्र में स्नातक है।
धर्मशास्त्र

The rational and systematic study of religion and its influences and of the nature of religious truth.

divinity, theology