ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧର୍ମଯୁଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧର୍ମଯୁଦ୍ଧ   ବିଶେଷ୍ୟ

ଅର୍ଥ : ଯେଉଁ ଯୁଦ୍ଧରେ ନିୟମ ଅନୁସାରେ ଲଢ଼େଇ ହୁଏ ବା ଯେଉଁଥିରେ ଯୁଦ୍ଧର ନିୟମ ଭଙ୍ଗ ହୁଏନାହିଁ

ଉଦାହରଣ : ପୌରାଣିକ କାଳରେ ଧର୍ମଯୁଦ୍ଧ ହେଉଥିଲା

वह युद्ध जो युद्ध के नियमों के तहत लड़ा जाए या जिसमें युद्ध के नियम न टूटें।

पौराणिक काल में धर्मयुद्ध हुआ करते थे।
धर्म-युद्ध, धर्मयुद्ध

ଅର୍ଥ : ନିଜ ଧର୍ମର ମହତ୍ୱ ସାଧନ କରିବାପାଇଁ ବା ଧର୍ମର ରକ୍ଷା ନିମନ୍ତେ କରାଯାଉଥିବା ଯୁଦ୍ଧ

ଉଦାହରଣ : ହିନ୍ଦୁଧର୍ମର ରକ୍ଷା ନିମନ୍ତେ ଆଦି ଶଙ୍କରାଚାର୍ଯ୍ୟ ଧର୍ମଯୁଦ୍ଧର ଡାକରା ଦେଇଥିଲେ

अपने धर्म का महत्व स्थापित करने के लिए या धर्म की रक्षा के लिए किया जानेवाला युद्ध।

हिन्दू धर्म की रक्षा के लिए आदि शंकराचार्य ने धर्मयुद्ध छेड़ दिया।
धर्म-युद्ध, धर्मयुद्ध, धर्मार्थ युद्ध