ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧର୍ମଘଟକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧର୍ମଘଟକାରୀ   ବିଶେଷ୍ୟ

ଅର୍ଥ : ଯେ ଧର୍ମଘଟ କରେ

ଉଦାହରଣ : ଧର୍ମଘଟକାରୀମାନେ ଜିଲ୍ଲା ଅଧିକାରୀଙ୍କୁ ଘେରାଉ କଲେ

वह जो हड़ताल करे।

हड़तालियों ने जिलाधिकारी का घेराव किया।
हड़ताली

An employee on strike against an employer.

striker

ଧର୍ମଘଟକାରୀ   ବିଶେଷଣ

ଅର୍ଥ : ଧର୍ମଘଟ କରିବା ବ୍ୟକ୍ତି

ଉଦାହରଣ : ଧର୍ମଘଟକାରୀ କର୍ମଚାରୀମାନଙ୍କ ଦାବୀ ଅନୁଚିତ

हड़ताल करनेवाला।

हड़ताली कर्मचारियों की माँगे अनुचित हैं।
हड़ताली