ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଷମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଷମା   ବିଶେଷ୍ୟ

ଅର୍ଥ : ଏକ ବର୍ଣ୍ଣବୃତ୍ତ

ଉଦାହରଣ : ସୁଷମାରେ ଦଶଟି ବର୍ଣ୍ଣ ରହିଛି

एक वर्णवृत्त।

सुषमा में दस वर्ण होते हैं।
सुषमा

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ଅତ୍ୟଧିକ ଶୋଭା ବା ସୁନ୍ଦରତା

ଉଦାହରଣ : କାଶ୍ମୀରର ପ୍ରାକୃତିକ ସୁଷମା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ

ସମକକ୍ଷ : ପରମଶୋଭା, ଲାବଣ୍ୟ

अत्यधिक शोभा या सुंदरता।

कश्मीर की प्राकृतिक सुषमा पर्यटकों को आकर्षित करती है।
सुषमा

The qualities that give pleasure to the senses.

beauty