ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୟା ସହ ବା ଦୟା କରି
ଉଦାହରଣ : ମାନ୍ୟବର, ଦୟାପୂର୍ବକ କଷ୍ଟକରି ମୋ କାମଟିକୁ କରିଦେବେ
ସମକକ୍ଷ : ଅନୁଗ୍ରହକରି, କୃପାକରି, କୃପାପୂର୍ବକ, ଦୟାକରି
दया के साथ या दया करके।
In a kind manner or out of kindness.
ଅର୍ଥ : କୃପା କରି
ଉଦାହରଣ : ଦୟାକରି ଆପଣ ମୋର ଏହି କାମ କରି ଦିଅନ୍ତୁ
ସମକକ୍ଷ : କୃପାକରି, ଦୟାକରି, ଦୟାପରବେଶ ହୋଇ
कृपा करके।
Used in polite request.
ସଂସ୍ଥାପନ କରନ୍ତୁ