ଅର୍ଥ : ଦୟା ସହ ବା ଦୟା କରି
ଉଦାହରଣ :
ମାନ୍ୟବର, ଦୟାପୂର୍ବକ କଷ୍ଟକରି ମୋ କାମଟିକୁ କରିଦେବେ
ସମକକ୍ଷ : ଅନୁଗ୍ରହକରି, କୃପାପୂର୍ବକ, ଦୟାକରି, ଦୟାପୂର୍ବକ
ଅର୍ଥ : କୃପା କରି
ଉଦାହରଣ :
ଦୟାକରି ଆପଣ ମୋର ଏହି କାମ କରି ଦିଅନ୍ତୁ
ସମକକ୍ଷ : ଦୟାକରି, ଦୟାପରବେଶ ହୋଇ, ଦୟାପୂର୍ବକ