ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୱିଧାହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୱିଧାହୀନ   ବିଶେଷଣ

ଅର୍ଥ : ସ୍ପଷ୍ଟ ରୂପରେ, ବିନା କୌଣସି ସଙ୍କୋଚ ବା ପ୍ରଭାବରେ

ଉଦାହରଣ : ସୀତା ଗୀତାର ମୁକ୍ତକଣ୍ଠ ପ୍ରଶଂସା କରୁଥିଲା

ସମକକ୍ଷ : ମୁକ୍ତକଣ୍ଠ

बिल्कुल स्पष्ट रूप से,बिना किसी संकोच या दबाव के।

सीता गीता की मुक्तकंठ प्रशंसा कर रही थी।
मुक्तकंठ

ଅର୍ଥ : ଯେଉଁଥିରେ ଦ୍ୱିଧା ନାହିଁ

ଉଦାହରଣ : ମାଆଙ୍କର ଦ୍ୱିଧାହୀନ କଥା ଶୁଣି ମୁଁ ନିଶ୍ଚିତ ହୋଇଗଲି

ସମକକ୍ଷ : ସଂଶୟହୀନ, ସନ୍ଦେହହୀନ

जिसमें दुविधा न हो।

माँ की दुविधाहीन बातें सुनकर मैं निश्चिंत हो गया।
दुबिधाहीन, दुविधाहीन

Too obvious to be doubted.

beyond doubt, indubitable