ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଶୟହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଶୟହୀନ   ବିଶେଷଣ

ଅର୍ଥ : ଯେ ଆଶଂକିତ ନୁହଁନ୍ତି

ଉଦାହରଣ : ମହାଭାରତ ଯୁଦ୍ଧ ପରେ ପାଣ୍ଡବମାନେ କିଛି ସମୟପର୍ଯ୍ୟନ୍ତ ନିଶଙ୍କ ରାଜୁତି କରିଥିଲେ

ସମକକ୍ଷ : ଆଶଙ୍କାହୀନ, ନିଃଶଙ୍କ

जो आशंकित न हो।

महाभारत युद्ध में पाँडवों ने अपनी निश्शंक वीरता के बल पर विजय प्राप्त की।
अनाशंकित, आशंकाहीन, निःशंक, निश्शंक, बेखटक, बेफ़िक़्र, बेफ़िक्र, बेफिक्र, शंकारहित, संशयहीन

Being without doubt or reserve.

Implicit trust.
implicit, unquestioning

ଅର୍ଥ : ଯେଉଁଥିରେ ଦ୍ୱିଧା ନାହିଁ

ଉଦାହରଣ : ମାଆଙ୍କର ଦ୍ୱିଧାହୀନ କଥା ଶୁଣି ମୁଁ ନିଶ୍ଚିତ ହୋଇଗଲି

ସମକକ୍ଷ : ଦ୍ୱିଧାହୀନ, ସନ୍ଦେହହୀନ

जिसमें दुविधा न हो।

माँ की दुविधाहीन बातें सुनकर मैं निश्चिंत हो गया।
दुबिधाहीन, दुविधाहीन

Too obvious to be doubted.

beyond doubt, indubitable