ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋକାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋକାନ   ବିଶେଷ୍ୟ

ଅର୍ଥ : ମାନବ ନିର୍ମିତ ସ୍ଥାନ ଯେଉଁଠି ବିକ୍ରି କରିବାପାଇଁ ଜିନିଷଗୁଡ଼ିକ ରହେ ଏବଂ ଲୋକମାନେ ପଇସାଦେଇ ଜିନିଷ କିଣନ୍ତି

ଉଦାହରଣ : ଏହି ବଜାରରେ ମୋର ଫଳ ଦୋକାନ ଅଛି ସେ ବାରିକ ଦୋକାନକୁ ବାଳ କାଟିବାକୁ ଯାଇଛି

वह मानव निर्मित स्थान जहाँ बिक्री की चीज़ें रहती और बिकती हैं या पैसा लेकर कोई काम किया जाता है।

इस बाज़ार में मेरी फल की दुकान है।
वह नाई की दुकान पर बाल बनवाने गया है।
आपण, दुकान, दूकान, पैंठ, पैठ, स्टोर, हाट

A mercantile establishment for the retail sale of goods or services.

He bought it at a shop on Cape Cod.
shop, store

ଅର୍ଥ : ଏହି କକ୍ଷ ବା ପରିସର ଯେଉଁଠି ବିକ୍ରି କରିବାପାଇଁ ବହୁତ ଜିନିଷ ପତ୍ର ସାଜସଜ୍ଜା କରି ରଖାଯାଇଥାଏ

ଉଦାହରଣ : ମୁଁ ଏହି କମ୍ବଳ ଗୋଟିଏ ବଡ଼ ଦୋକାନରୁ କିଣିଛି

ସମକକ୍ଷ : ପ୍ରଦର୍ଶନୀ-କକ୍ଷ, ବିକ୍ରୟ କକ୍ଷ, ଶୋରୁମ୍‌

वह कक्ष या क्षेत्र जिसमें बिक्री की वस्तुएँ सजाकर रखी रहती हैं।

यह कंबल मैंने एक बहुत बड़े शोरूम से खरीदा।
प्रदर्शन कक्ष, प्रदर्शन-कक्ष, प्रदर्शन-कोष्ठ, प्रदर्शनकक्ष, बिक्री-कक्ष, विक्रय-कक्ष, शोरूम

An area where merchandise (such as cars) can be displayed.

In Britain a showroom is called a salesroom.
saleroom, salesroom, showroom