ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେହଳୀ-ଦୀପକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେହଳୀ-ଦୀପକ   ବିଶେଷ୍ୟ

ଅର୍ଥ : ଏରୁଣ୍ଡି ଉପରେ ରଖାଯାଇଥିବା ଦୀପ ଯାହା ଭିତର ଓ ବାହାର ଉଭୟପଟକୁ ଆଲୋକିତ କରେ

ଉଦାହରଣ : ଏରଣ୍ଡାଦୀପ ଘର ଭିତରେ ଓ ବାହାରେ ଉଭୟ ପଟକୁ ଆଲୋକ ଦିଏ

ସମକକ୍ଷ : ଏରଣ୍ଡା ଦୀପ, ଏରୁଣ୍ଡି ଦୀପ

देहली पर रखा हुआ दीपक जो अन्दर और बाहर दोनों ओर प्रकाश फैलाता है।

देहली-दीपक घर के अन्दर भी और बाहर भी प्रकाश देता है।
देहली-दीपक

ଅର୍ଥ : ଏକ ଅର୍ଥାଳଙ୍କାର ଯାହା ମଧ୍ୟରେଥିବା କୌଣସି ଶବ୍ଦର ଅର୍ଥ ଆଗ ଓ ପଛ ଦୁଇଆଡ଼େ ବା ଦୁଇଆଡ଼ର ପଦରେ ଲାଗିଥାଏ

ଉଦାହରଣ : ନା ରହିବ ବାଉଁଶ, ନା ବାଜିବ ବଇଁଶୀରେ ଦେହଳୀ-ଦୀପକ ଅଳଙ୍କାର ହୋଇଛି

ସମକକ୍ଷ : ଦେହଳୀ-ଦୀପକ ଅଳଙ୍କାର

एक अर्थालंकार जिसमें बीच के किसी शब्द का अर्थ आगे और पीछे दोनों ओर या दोनों ओर के पदों में लगता है।

रहे बाँस न बजे बाँसुरी में देहली-दीपक अलंकार है।
देहली-दीपक, देहली-दीपक अलंकार