ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏରଣ୍ଡା ଦୀପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏରଣ୍ଡା ଦୀପ   ବିଶେଷ୍ୟ

ଅର୍ଥ : ଏରୁଣ୍ଡି ଉପରେ ରଖାଯାଇଥିବା ଦୀପ ଯାହା ଭିତର ଓ ବାହାର ଉଭୟପଟକୁ ଆଲୋକିତ କରେ

ଉଦାହରଣ : ଏରଣ୍ଡାଦୀପ ଘର ଭିତରେ ଓ ବାହାରେ ଉଭୟ ପଟକୁ ଆଲୋକ ଦିଏ

ସମକକ୍ଷ : ଏରୁଣ୍ଡି ଦୀପ, ଦେହଳୀ-ଦୀପକ

देहली पर रखा हुआ दीपक जो अन्दर और बाहर दोनों ओर प्रकाश फैलाता है।

देहली-दीपक घर के अन्दर भी और बाहर भी प्रकाश देता है।
देहली-दीपक