ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଣାଦାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଣାଦାର   ବିଶେଷ୍ୟ

ଅର୍ଥ : ଯାହା ଜିମାରେ କିଛି ଦେବାପାଇଁ ବାକିଅଛି

ଉଦାହରଣ : ସେ ମୋର ଦେଣାଦାର କାହିଁକିନା ବର୍ତ୍ତମାନ ବି ମୋର ତାଙ୍କ ଠାରୁ ଶହେ ଟଙ୍କା ପାଇବାର ଅଛି

वह जिसके जिम्मे कुछ देना बाकी हो।

वह मेरा देनदार है क्योंकि अभी भी मुझे उनसे सौ रुपये पाने हैं।
असामी, देनदार, देनहार, देवा, बक़ायादार, बकायादार

A person who owes a creditor. Someone who has the obligation of paying a debt.

debitor, debtor

ଅର୍ଥ : ଯେଉଁ ବ୍ୟକ୍ତି କୌଣସି ସାହୁକାରଆଦିଙ୍କଠାରୁ କରଜ ନେଇଥାଏ

ଉଦାହରଣ : ସାହୁକାର ନିଜ ଋଣଗ୍ରହୀତାମାନଙ୍କ ଘରକୁ ତାଗିଦା ପଠେଇଲା

ସମକକ୍ଷ : ଋଣଗ୍ରହୀତା, ଋଣଗ୍ରାହୀ, ଖାତକ

वह व्यक्ति जिसने किसी साहूकार आदि से कर्ज लिया हो।

साहूकार ने अपने आसामियों के घर तगादा भिजवाया।
असामी, आसामी