ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଋଣଗ୍ରାହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଋଣଗ୍ରାହୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି କୌଣସି ସାହୁକାରଆଦିଙ୍କଠାରୁ କରଜ ନେଇଥାଏ

ଉଦାହରଣ : ସାହୁକାର ନିଜ ଋଣଗ୍ରହୀତାମାନଙ୍କ ଘରକୁ ତାଗିଦା ପଠେଇଲା

ସମକକ୍ଷ : ଋଣଗ୍ରହୀତା, ଖାତକ, ଦେଣାଦାର

वह व्यक्ति जिसने किसी साहूकार आदि से कर्ज लिया हो।

साहूकार ने अपने आसामियों के घर तगादा भिजवाया।
असामी, आसामी