ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୃଢ଼ପ୍ରତିଜ୍ଞା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୃଢ଼ପ୍ରତିଜ୍ଞା   ବିଶେଷ୍ୟ

ଅର୍ଥ : କିଛି କରିବା ବା ନକରିବା ସମ୍ବନ୍ଧରେ ଦୃଢ଼ ଏବଂ ଅଟଳ ନିଶ୍ଚୟ

ଉଦାହରଣ : ସ୍ୱାଧୀନତା ସଂଗ୍ରାମୀମାନେ ଭାରତକୁ ଇଂରେଜ ଶାସନରୁ ମୁକ୍ତ କରିବାପାଇଁ ଦୃଢ଼ ପ୍ରତିଜ୍ଞା କଲେ

ସମକକ୍ଷ : ଅଟଳ ପ୍ରତିଜ୍ଞା, ଦୃଢ଼ସଂକଳ୍‌ପ, ଭୀଷ୍ମ ପ୍ରତିଜ୍ଞା

कुछ करने या न करने के संबंध में दृढ़ एवं अटल निश्चय।

स्वतंत्रता सेनानिओं ने भारत को अंग्रेज़ी शासन से मुक्त कराने की अपनी दृढ़ प्रतिज्ञा पूर्ण की।
अटल संकल्प, दृढ़ प्रतिज्ञा, भीष्म प्रतिज्ञा