ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଟଳ ପ୍ରତିଜ୍ଞା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଟଳ ପ୍ରତିଜ୍ଞା   ବିଶେଷ୍ୟ

ଅର୍ଥ : କିଛି କରିବା ବା ନକରିବା ସମ୍ବନ୍ଧରେ ଦୃଢ଼ ଏବଂ ଅଟଳ ନିଶ୍ଚୟ

ଉଦାହରଣ : ସ୍ୱାଧୀନତା ସଂଗ୍ରାମୀମାନେ ଭାରତକୁ ଇଂରେଜ ଶାସନରୁ ମୁକ୍ତ କରିବାପାଇଁ ଦୃଢ଼ ପ୍ରତିଜ୍ଞା କଲେ

ସମକକ୍ଷ : ଦୃଢ଼ପ୍ରତିଜ୍ଞା, ଦୃଢ଼ସଂକଳ୍‌ପ, ଭୀଷ୍ମ ପ୍ରତିଜ୍ଞା

कुछ करने या न करने के संबंध में दृढ़ एवं अटल निश्चय।

स्वतंत्रता सेनानिओं ने भारत को अंग्रेज़ी शासन से मुक्त कराने की अपनी दृढ़ प्रतिज्ञा पूर्ण की।
अटल संकल्प, दृढ़ प्रतिज्ञा, भीष्म प्रतिज्ञा