ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୃଷ୍ଟିଗୋଚର ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୃଷ୍ଟିଗୋଚର ହେବା   କ୍ରିୟାପଦ

ଅର୍ଥ : ଧ୍ୟାନ ବା ବୋଧହେବା

ଉଦାହରଣ : ଏ କାମ ମୁଁ ପରେ କରିବି କାରଣ ଏବେ ମୋତେ କିଛି ବି ଦେଖାଯାଉନାହିଁ

ସମକକ୍ଷ : ଦିଶିବା, ଦେଖାଯିବା

ध्यान या समझ में आना।

यह काम मैं बाद में करूँगा क्योंकि अभी मुझे कुछ भी नहीं सूझ रहा है।
सूझना

ଅର୍ଥ : ଦେଖା ଦେବା

ଉଦାହରଣ : ଆକାଶରେ ତାରାସବୁ ଆସ ଦେଖିବା ମୋତେ ଅନ୍ଧାରରେ ରାସ୍ତା ଦେଖାଯାଉନାହିଁ

ସମକକ୍ଷ : ଦେଖିବା

आँखों से दृष्टिगत होना।

आकाश में तारे दिख रहे हैं।
अंधेरे के कारण मुझे रास्ता नहीं सूझ रहा है।
दिखना, दिखाई देना, दिखाई पड़ना, दृष्टिगोचर होना, नजर आना, नजर पड़ना, नज़र आना, नज़र पड़ना, सूझना

Have a certain outward or facial expression.

How does she look?.
The child looks unhappy.
She looked pale after the surgery.
look