ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁହାଁ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁହାଁ ହେବା   କ୍ରିୟାପଦ

ଅର୍ଥ : କ୍ଷୀର ଦେଉଥିବା ପଶୁମାନେ କ୍ଷୀର ଦେବା

ଉଦାହରଣ : କାଳୀ ଗାଈ ଆଜି ଦୁହାଁ ହୋଇନାହିଁ ଏ ଗାଈ ଦି ବେଳା ଦୁହାଁ ହୁଏ

दूध देने वाले पशुओं का दूध देना।

कारी गाय आज नहीं लगी।
यह गाय दोनों समय लगती है।
दूध देना, लगना

ଅର୍ଥ : ଦୁହିଁବା କାମ ହେବା

ଉଦାହରଣ : ମଇଁଷି ଦୁହାଁ ସରିଛି

ସମକକ୍ଷ : ଦୋହନ ହେବା

दूहने का काम होना।

भैंस दुहा गई है।
दुहाना, दोहाना