ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଃଖଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଃଖଦେବା   କ୍ରିୟାପଦ

ଅର୍ଥ : ଏଭଳି କରିବା ଓ କହିବା ଯେଉଁଥିରେ କାହାର ମର୍ମସ୍ଥଳରେ ଆଘାତ ଲାଗିବ

ଉଦାହରଣ : ଶାଶୁ ବୋହୂକୁ ଗଞ୍ଜଣାଦେଇ ତା ମନରେ ଦୁଃଖଦେଲେ

कुछ ऐसा करना, कहना आदि जिससे किसी का कोई मर्म स्थान आहत हो।

सास ने ताने दे-देकर बहू का दिल दुखाया।
दुखाना

Cause emotional anguish or make miserable.

It pains me to see my children not being taught well in school.
anguish, hurt, pain