ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିଆସିଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିଆସିଲି   ବିଶେଷ୍ୟ

ଅର୍ଥ : କାଠର ଛୋଟ ସରୁ କାଠି ଯାହାର ଗୋଟିଏ ମୁଣ୍ଡ ଗନ୍ଧକ ଆଦି ଲଗାଯାଇଥିବାହେତୁ ତାକୁ ଘଷିଲେ ଜଳିଉଠେ

ଉଦାହରଣ : ମମତା ଦିଆସିଲିରେ ଧୂପକାଠି ଜଳାଉଛି

ସମକକ୍ଷ : ଡିଆସିଲି

लकड़ी की वह छोटी पतली तीली जिसका एक सिरा गंधक आदि मसाले लगे रहने के कारण रगड़ने से जल उठता है।

ममता दीयासलाई से अगरबत्ती जला रही है।
तीली, दिया-सलाई, दियासलाई, दीया-सलाई, दीयासलाई, माचिस, माचिस की तीली, माचिस-तीली

A short thin stick of wood used in making matches.

matchstick