ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାଠର ଛୋଟ ସରୁ କାଠି ଯାହାର ଗୋଟିଏ ମୁଣ୍ଡ ଗନ୍ଧକ ଆଦି ଲଗାଯାଇଥିବାହେତୁ ତାକୁ ଘଷିଲେ ଜଳିଉଠେ
ଉଦାହରଣ : ମମତା ଦିଆସିଲିରେ ଧୂପକାଠି ଜଳାଉଛି
ସମକକ୍ଷ : ଦିଆସିଲି
लकड़ी की वह छोटी पतली तीली जिसका एक सिरा गंधक आदि मसाले लगे रहने के कारण रगड़ने से जल उठता है।
A short thin stick of wood used in making matches.
ଅର୍ଥ : ବଡ ଡବା ଯେଉଁଥିରେ ଦିଆସିଲି କାଠିଗୁଡ଼ିକ ରଖାଥାଏ
ଉଦାହରଣ : ଅଗରବତୀ ଜଳେଇବାପାଇଁ ଜେଜେମାଆ ଦିଆସିଲିରୁ କାଠି ବାହାର କରୁଛନ୍ତି
ସମକକ୍ଷ : ଦିଆସିଲ
वह डिबिया जिसमें माचिस की तीलियाँ रखी होती हैं।
ସଂସ୍ଥାପନ କରନ୍ତୁ