ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାଢ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାଢ଼   ବିଶେଷ୍ୟ

ଅର୍ଥ : ମାଢ଼ିରେ ଥିବା ବଡ଼ ମୋଟା ଏବଂ ଚଉଡ଼ା ଦାନ୍ତ

ଉଦାହରଣ : ଗୋଟିଏ ଚର୍ବଣ ଦାନ୍ତ ଭାଙ୍ଗିଯିବାରୁ ଖାଇବାରେ କଷ୍ଟ ହେଉଛି

ସମକକ୍ଷ : ଚର୍ବଣ ଦାନ୍ତ, ଚର୍ବଣକ

जबड़े के अंदर के बड़े, मोटे और चौड़े दाँत।

एक दाढ़ के टूट जाने से खाने में परेशानी हो रही है।
कुचियादाँत, चवर्णक, चौघड़, चौबड़, चौभर, जंभ, जम्भ, डाढ़, दाढ़

Grinding tooth with a broad crown. Located behind the premolars.

grinder, molar

ଅର୍ଥ : ହତିଆରଆଦି ମାଜି ସଫା ଏବଂ ଧାରୁଆ କରିବା ପ୍ରକ୍ରିୟା

ଉଦାହରଣ : ମୁଁ ଛୁରୀ ଦାଢ଼ କରିବାପାଇଁ କମାରକୁ ଦେଇଛି

ସମକକ୍ଷ : ଧାର, ସାଆଣ, ସାଣ

हथियार आदि माँजकर साफ और तेज करने की क्रिया।

मैंने चाकू को सिकली करने के लिए सिकलीगर को दिया है।
सिकली