ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନ୍ୟର ଲାଭ ବା ଭଲ ଦେଖି ହେଉଥିବା ମାନସିକ କଷ୍ଟ
ଉଦାହରଣ : ମୋର ଉନ୍ନତି ଦେଖି ତାର ଇର୍ଷା ହେଉଛି
ସମକକ୍ଷ : ଅସୂୟା, ଇର୍ଷା, ଜ୍ୱଳନ
दूसरे का लाभ या हित देखकर होने वाला मानसिक कष्ट।
A feeling of jealous envy (especially of a rival).
ଅର୍ଥ : ଜ୍ୱଳନରୁ ହେଉଥିବା ପୀଡ଼ା ବା କଷ୍ଟ
ଉଦାହରଣ : ଘିଅ ଲଗେଇବାରୁ ଜ୍ୱଳନ ଆସ୍ତେଆସ୍ତେ କମୁଛି
ସମକକ୍ଷ : ଜ୍ୱଳନ, ପୋଡ଼ା
जलने से होनेवाली पीड़ा या कष्ट।
Damage inflicted by fire.
ଅର୍ଥ : ଶରୀରରେ ଜ୍ୱଳନ ଅନୁଭବ କରାଉଥିବା ଏକ ରୋଗ
ଉଦାହରଣ : ଦାହରୁ ପୀଡ଼ିତ ବ୍ୟକ୍ତି ତା ଦେହରେ ନିମ୍ବପତ୍ରର ଲେପ ଲଗାଇଛି
एक रोग विशेष जिसमें शरीर में जलन महसूस होती है।
Pain that feels hot as if it were on fire.
ଅର୍ଥ : ଜଳାଇବାର ପ୍ରକ୍ରିୟା
ଉଦାହରଣ : କେଜାଣି କାହିଁକି ବେଳେ ବେଳେ କିଛି ଲୋକ ନିଜକୁ ଦହନ କରିଦିଅନ୍ତି
ସମକକ୍ଷ : ଦହନ
जलने या जलाने की क्रिया या भाव।
The act of burning something.
ସଂସ୍ଥାପନ କରନ୍ତୁ