ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜ୍ୱଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜ୍ୱଳନ   ବିଶେଷ୍ୟ

ଅର୍ଥ : ଅନ୍ୟର ଲାଭ ବା ଭଲ ଦେଖି ହେଉଥିବା ମାନସିକ କଷ୍ଟ

ଉଦାହରଣ : ମୋର ଉନ୍ନତି ଦେଖି ତାର ଇର୍ଷା ହେଉଛି

ସମକକ୍ଷ : ଅସୂୟା, ଇର୍ଷା, ଦାହ

दूसरे का लाभ या हित देखकर होने वाला मानसिक कष्ट।

मेरी तरक्की देखकर उसे ईर्ष्या हो रही है।
अक्षमा, अनख, अनर्थभाव, असूया, आग, आदहन, इकस, इक्कस, इरषा, इरषाई, ईरखा, ईर्षण, ईर्षणा, ईर्षा, ईर्ष्या, उड़ैच, कुढ़न, जलन, डाह, दाह, द्वेश, द्वेष, मत्सर, रश्क, रीस, हसद

A feeling of jealous envy (especially of a rival).

green-eyed monster, jealousy

ଅର୍ଥ : ଜ୍ୱଳନରୁ ହେଉଥିବା ପୀଡ଼ା ବା କଷ୍ଟ

ଉଦାହରଣ : ଘିଅ ଲଗେଇବାରୁ ଜ୍ୱଳନ ଆସ୍ତେଆସ୍ତେ କମୁଛି

ସମକକ୍ଷ : ଦାହ, ପୋଡ଼ା

जलने से होनेवाली पीड़ा या कष्ट।

घी लगाने से जलन कुछ कम हो रही है।
आग, आदहन, जलन, ताप, दहक, दाप, दाव, दाह, व्युष्टि

Damage inflicted by fire.

burn

ଅର୍ଥ : ତୀବ୍ର ସମ୍ବେଦନ ଉତ୍ପନ୍ନ କରିବାର ଅବସ୍ଥା ବା ଭାବ

ଉଦାହରଣ : ଜିଭର ଜ୍ୱଳନ ଦୂର କରିବା ପାଇଁ କରିବାଲାଗି ଶ୍ୟାମା ଚିନି ଖାଉଛି

ସମକକ୍ଷ : ଜ୍ୱାଳା

परपराने की अवस्था या भाव।

जीभ की परपराहट दूर करने के लिए श्यामा चीनी खा रही है।
परपराहट