ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାସତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାସତ୍ୱ   ବିଶେଷ୍ୟ

ଅର୍ଥ : କାହାରିକୁ ଦାସ କରିବାର ପ୍ରକ୍ରିୟା

ଉଦାହରଣ : କିଛି ସ୍ଥାନରେ ଏବେ ବି ଦାସପ୍ରଥା ରହିଛି

ସମକକ୍ଷ : ଗୋଲାମୀ, ଦାସପ୍ରଥା, ପରାଧୀନତା

दास बनाने की क्रिया।

कुछ स्थानों पर अब भी दासकरण होता है।
दासकरण

The act of making slaves of your captives.

enslavement

ଅର୍ଥ : ପରାଧୀନ ହେବାର ଅବସ୍ଥା ବା ଭାବ

ଉଦାହରଣ : ପରାଧୀନତାର ବେଡ଼ିରେ ବନ୍ଦୀ ଭାରତ ୧୯୪୭ରେ ସ୍ୱାଧୀନ ହେଲା

ସମକକ୍ଷ : ଅସ୍ୱତଂତ୍ର, ଗୋଲାମୀ, ପରାଧୀନତା

पराधीन होने की अवस्था या भाव।

पराधीनता की बेड़ी में जकड़ा भारत उन्नीस सौ सैंतालीस में आज़ाद हुआ।
अमुक्ति, अस्वातंत्र्य, अस्वातन्त्र्य, ग़ुलामी, गुलामी, दासता, परतंत्रता, पराधीनता

The state of being under the control of another person.

bondage, slavery, thraldom, thrall, thralldom

ଅର୍ଥ : ଦାସ ହେବାର ଅବସ୍ଥା ବା ଭାବ

ଉଦାହରଣ : ଇଂରେଜମାନେ ଭାରତବାସୀଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଦାସତ୍ୱ ଜଞ୍ଜିରରେ ବାନ୍ଧି ରଖିଥିଲେ

ସମକକ୍ଷ : ଗୋଲାମି, ଦାସତା, ଦାସ୍ୟ, ଦାସ୍ୟତା

दास होने की अवस्था या भाव।

देशभक्तों को अंग्रेजों की गुलामी कभी स्वीकार नहीं थी।
ग़ुलामी, गुलामी, दासता, दासत्व, दास्य

The state of being under the control of another person.

bondage, slavery, thraldom, thrall, thralldom