ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଲାମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଲାମୀ   ବିଶେଷ୍ୟ

ଅର୍ଥ : କାହାରିକୁ ଦାସ କରିବାର ପ୍ରକ୍ରିୟା

ଉଦାହରଣ : କିଛି ସ୍ଥାନରେ ଏବେ ବି ଦାସପ୍ରଥା ରହିଛି

ସମକକ୍ଷ : ଦାସତ୍ୱ, ଦାସପ୍ରଥା, ପରାଧୀନତା

दास बनाने की क्रिया।

कुछ स्थानों पर अब भी दासकरण होता है।
दासकरण

The act of making slaves of your captives.

enslavement

ଅର୍ଥ : ପରାଧୀନ ହେବାର ଅବସ୍ଥା ବା ଭାବ

ଉଦାହରଣ : ପରାଧୀନତାର ବେଡ଼ିରେ ବନ୍ଦୀ ଭାରତ ୧୯୪୭ରେ ସ୍ୱାଧୀନ ହେଲା

ସମକକ୍ଷ : ଅସ୍ୱତଂତ୍ର, ଦାସତ୍ୱ, ପରାଧୀନତା

पराधीन होने की अवस्था या भाव।

पराधीनता की बेड़ी में जकड़ा भारत उन्नीस सौ सैंतालीस में आज़ाद हुआ।
अमुक्ति, अस्वातंत्र्य, अस्वातन्त्र्य, ग़ुलामी, गुलामी, दासता, परतंत्रता, पराधीनता

The state of being under the control of another person.

bondage, slavery, thraldom, thrall, thralldom