ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଳାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଳାଇବା   କ୍ରିୟାପଦ

ଅର୍ଥ : ଦଳିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ସୀମା ଚାକରାଣୀଦ୍ୱାରା ଅଟା ଦଳାଉଛି

ସମକକ୍ଷ : ଚକଟାଇବା

ଅର୍ଥ : ଦଳିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମାଆ ଗୀତାଦ୍ୱାରା ମଟର ଦଳାଉଛନ୍ତି

ସମକକ୍ଷ : ଚକଟାଇବା, ଦଳନ କରାଇବା, ମର୍ଦ୍ଦନ କରାଇବା

दलने का काम दूसरे से कराना।

माँ गीता से मटर दलवा रही है।
दलवाना, दलाना

ଅର୍ଥ : ଦଳିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ରାଜା ଶଙ୍କରାଚାର୍ଯ୍ୟଙ୍କୁ ହାତୀଦ୍ୱାରା ଦଳାଇଥିଲେ

ସମକକ୍ଷ : ଚକଟାଇବା, ମର୍ଦ୍ଦନକରାଇବା, ମଡ଼ାଇବା

माँड़ने का काम किसी और से कराना।

सीमा आटा बाई से मँड़वाती है।
गुँथवाना, गुँधवाना, गुथवाना, मँड़वाना

कुचलने का काम दूसरे से करवाना।

राजा ने शंकराचार्य को हाथी से कुचलवाया।
कुचलवाना