ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଲାଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଲାଲି   ବିଶେଷ୍ୟ

ଅର୍ଥ : କୌଣସି ବେପାରୀର ମାଲ୍ ବିକ୍ରି କରାଇବା କାମ

ଉଦାହରଣ : ମୋହନ ଦଲାଲି କରି ଭଲ ପଇସା ରୋଜଗାର କରୁଛି

व्यवसाय की वह प्रथा जिसमें व्यवसायी दूसरों का माल अपने यहाँ थोक बिक्री के लिये रखता और उनकी बिक्री होने पर कुछ नियत धन अपने लिये लेता है।

मोहन आढ़त करके अच्छा पैसा कमा लेता है।
आढ़त

The business of a broker. Charges a fee to arrange a contract between two parties.

brokerage

ଅର୍ଥ : ଦଲାଲର ପାରିଶ୍ରମିକ

ଉଦାହରଣ : ନୂଆ ଘର କିଣିଲାବେଳେ ମୋତେ ଶତକଡ଼ା ଦଶଭାଗ ଦଲାଲି ଦେବାକୁ ପଡ଼ିଲା

दलाल का पारिश्रमिक।

नया मकान खरीदते समय हमें दस प्रतिशत दलाली देनी पड़ी।
कमिशन, कमीशन, दलाल शुल्क, दलाली, शोभा

The business of a broker. Charges a fee to arrange a contract between two parties.

brokerage

ଅର୍ଥ : ଦଲାଲର କାମ

ଉଦାହରଣ : ସେ ଦଲାଲିକରି ବହୁତ ଟଙ୍କା ରୋଜଗାର କରୁଛି

ସମକକ୍ଷ : ଭଦ୍ରଲୋକି, ମଧ୍ୟସ୍ଥତା

दलाल का काम।

वह दलाली करके काफी पैसा कमा लेता है।
दलाली

The business of a broker. Charges a fee to arrange a contract between two parties.

brokerage

ଅର୍ଥ : ମାଲ ବିକ୍ରି କରାଇବାଦ୍ୱାରା ଦଲାଲକୁ ମିଳୁଥିବା ଅର୍ଥ

ଉଦାହରଣ : ଜଣେ ଦଲାଲ ବେପାରୀଙ୍କୁ ଦଲାଲି ମାଗୁଥିଲା

माल की बिक्री कराने के एवज में मिलनेवाला धन।

एक आढ़तिया व्यापारी से आढ़त माँग रहा था।
आढ़त