ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଦ୍ରଲୋକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଦ୍ରଲୋକି   ବିଶେଷ୍ୟ

ଅର୍ଥ : ଯିଏ ଦୁଇ ଦଳ ବା ପକ୍ଷ ମଧ୍ୟରେ ରହି ଉଭୟଙ୍କ ପାରସ୍ପରିକ ବ୍ୟବହାର ବା ଦେବା ନେବାରେ କିଛି ସହାୟତା କରି ଲାଭ ହାସଲ କରେ

ଉଦାହରଣ : ରାମ ଆଉ ଶ୍ୟାମର ଝଗଡ଼ା ମଝିରେ ସୋହନ ମଧ୍ୟସ୍ଥତା କଲା

ସମକକ୍ଷ : ଭଲଲୋକି, ମଧ୍ୟବର୍ତ୍ତିତା, ମଧ୍ୟସ୍ଥତା

वह जो दो दलों या पक्षों के बीच में रहकर उनके पारस्परिक व्यवहार या लेन-देन में कुछ सुभीता उत्पन्न कर लाभ उठाता हो।

राम और श्याम के झगड़े के बीच सोहन ने मध्यस्थ का काम किया।
तिस्रैत, बिचवई, बिचवान, बिचवानी, बिचौलिया, मध्यस्थ

A negotiator who acts as a link between parties.

go-between, intercessor, intermediary, intermediator, mediator

ଅର୍ଥ : ଦଲାଲର କାମ

ଉଦାହରଣ : ସେ ଦଲାଲିକରି ବହୁତ ଟଙ୍କା ରୋଜଗାର କରୁଛି

ସମକକ୍ଷ : ଦଲାଲି, ମଧ୍ୟସ୍ଥତା

दलाल का काम।

वह दलाली करके काफी पैसा कमा लेता है।
दलाली

The business of a broker. Charges a fee to arrange a contract between two parties.

brokerage