ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଚ୍ଚା ଚିତ୍ରଣ ବା ପ୍ରତିବିମ୍ବ
ଉଦାହରଣ : ଜଣେ ଭଲ ମିତ୍ର ଦର୍ପଣଭଳି କାରଣ ସେ ଭଲ ଓ ମନ୍ଦ ଉଭୟ ବିଷୟରେ ଦର୍ଶାଇଥାଏ
* सच्चा चित्रण या प्रतिबिम्ब।
A faithful depiction or reflection.
ଅର୍ଥ : ଯେଉଁ ମୁଦିରେ କାଚ ଲାଗିଛି
ଉଦାହରଣ : ସୀତା ନିଜ ହାତର ଅନାମିକାରେ ପିନ୍ଧିଥିବା ଦର୍ପଣକୁ ବାରମ୍ବାର ଦେଖୁଥିଲା
वह अँगूठी जिसमें शीशा जड़ा हो।
Jewelry consisting of a circlet of precious metal (often set with jewels) worn on the finger.
ଅର୍ଥ : ଯେଉଁ କାଚରେ ମୁହଁଆଦି ଦେଖନ୍ତି
ଉଦାହରଣ : କେତେକ ଝିଅ ନିଜ ପର୍ସରେ ଦର୍ପଣ ରଖନ୍ତି
ସମକକ୍ଷ : ଅଇନା, ଆଇନା, ଆରଶି
वह शीशा जिसमें मुँह आदि देखते हैं।
Polished surface that forms images by reflecting light.
ସଂସ୍ଥାପନ କରନ୍ତୁ