ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦର୍ଜି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦର୍ଜି   ବିଶେଷ୍ୟ

ଅର୍ଥ : ଚିରାଫଟା ଲୁଗା ସିଲାଇ କରୁଥିବା କାରିଗର

ଉଦାହରଣ : ରଫୁକାର ପୁରୁଣା ବସ୍ତ୍ରରେ ରଫୁ କରୁଛି

ସମକକ୍ଷ : ଦରଜି, ରଫୁକାର

वह जो पैबंद लगाने का कार्य करे।

पैबंदकार पुराने कपड़े में पैबंद लगा रहा है।
पैबंदकार, पैबन्दकार

ଅର୍ଥ : ଲୁଗା ସିଲାଇ କରୁଥିବା ବ୍ୟକ୍ତି

ଉଦାହରଣ : ସେ ଜଣେ ଭଲ ଦର୍ଜିକୁ ନିଜ ଲୁଗା ସିଲାଇ କରିବାପାଇଁ ଦେଇଛି

ସମକକ୍ଷ : ଦରଜି

वह जो कपड़े सीने का कार्य करता हो।

उसने एक अच्छे दर्ज़ी को अपने कपड़े सिलने के लिए दिए हैं।
दरज़ी, दरजी, दर्ज़ी, दर्जी, वस्त्रभेदक, वस्त्रभेदी, सूचिक

A person whose occupation is making and altering garments.

sartor, seamster, tailor