ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଫୁକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଫୁକାର   ବିଶେଷ୍ୟ

ଅର୍ଥ : ଚିରାଫଟା ଲୁଗା ସିଲାଇ କରୁଥିବା କାରିଗର

ଉଦାହରଣ : ରଫୁକାର ପୁରୁଣା ବସ୍ତ୍ରରେ ରଫୁ କରୁଛି

ସମକକ୍ଷ : ଦରଜି, ଦର୍ଜି

वह जो पैबंद लगाने का कार्य करे।

पैबंदकार पुराने कपड़े में पैबंद लगा रहा है।
पैबंदकार, पैबन्दकार

ଅର୍ଥ : ରଫୁ କରିବାଲୋକ

ଉଦାହରଣ : ରଫୁକାର ପ୍ୟାଣ୍ଟ ରଫୁ କରି ଆଣିଲା ନା ନାହିଁ ?

ସମକକ୍ଷ : ରଫୁକାରିଗର

रफ़ू करनेवाला।

रफ़ूगर ने पैंट रफ़ू करके लाया या नहीं?
रफ़ूगर, रफूगर

A person who mends by darning.

darner