ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦରସିଝା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦରସିଝା   ବିଶେଷଣ

ଅର୍ଥ : ଯାହା ଫୁଟିଫୁଟି ଅଧା ରହିଯାଏ ଏବଂ ଗାଢା ହୋଇ ଯାଏ(ଦୁଧ,ପାଚନ ଆଦି)

ଉଦାହରଣ : ଦରସିଝା କ୍ଷୀରରେ ରସଗୋଲା ପକାଇ ରସମଲାଇ ତିଆରି କରାଯାଏ

ସମକକ୍ଷ : ଅଧାମରା, ଦରଫୁଟା, ଦରମଲା

जो खौलते-खौलते आधा रह जाय और गाढ़ा हो जाय (दूध, काढ़ा आदि)।

अधावट दूध में रसगुल्ले डालकर रसमलाई बनाई जाती है।
अधावट

ଅର୍ଥ : ଯାହା ଅଧା ସିଝା ହୋଇଥାଏ ବା ଭଲ ଭାବରେ ସିଝା ହୋଇ ନ ଥାଏ

ଉଦାହରଣ : ସେ ଦରସିଝା ଅଣ୍ଡାକୁ ଫଟଉଛି

जो आधा ही उबला हो या अच्छी तरह से न उबला हो।

वह नीमजोश अंडे को फोड़ रही है।
अध-उबला, नीमजोश

ଅର୍ଥ : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ

ଉଦାହରଣ : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା

ସମକକ୍ଷ : ଅଧାସିଝା, ଅପକ୍ୱ, ଅପରିପକ୍ୱ, କଞ୍ଚା

जो आँच पर पकाने के बाद भी ठीक से न पका या गला हो।

आज जल्दी-जल्दी में कच्ची सब्ज़ी ही परसनी पड़ी।
अचुरा, अधपका, अनसीझा, अपक्व, अपरिपक्व, अविदग्ध, अशृत, कच्चा, काँचा, काचा

Insufficiently cooked.

half-baked, underdone

ଅର୍ଥ : ଯାହା ଅଧା କଞ୍ଚା କିମ୍ବା ଅଧା ସିଝା

ଉଦାହରଣ : ସେ ତରବରିଆ ଭାବରେ ଦରସିଝା ଡାଲିକୁ ଚୁଲିରୁ ଓହ୍ଲାଇଦେଲେ

ସମକକ୍ଷ : ଅଧାକଞ୍ଚା, ଅଧାସିଝା

जो आधा कच्चा हो और आधा पका या गला हो।

उसने जल्दी में अधकच्ची दाल ही चूल्हे से उतार दी।
अधकच्चा, अधगला, अधपका

Insufficiently cooked.

half-baked, underdone