ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଞ୍ଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଞ୍ଚା   ବିଶେଷଣ

ଅର୍ଥ : ଯାହା ପାଚି ନାହିଁ

ଉଦାହରଣ : ଶ୍ୟାମ କଞ୍ଚାଫଳ ଖାଉଛି

ସମକକ୍ଷ : ଅପକ୍ୱ, ଅପରିପକ୍ୱ

जो पका हुआ न हो।

श्याम कच्चा फल खा रहा है।
अनपका, अपक्व, अपरिणत, अपरिपक्व, अशृत, आम, कच्चा, काँचा, काचा

ଅର୍ଥ : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ

ଉଦାହରଣ : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା

ସମକକ୍ଷ : ଅଧାସିଝା, ଅପକ୍ୱ, ଅପରିପକ୍ୱ, ଦରସିଝା

जो आँच पर पकाने के बाद भी ठीक से न पका या गला हो।

आज जल्दी-जल्दी में कच्ची सब्ज़ी ही परसनी पड़ी।
अचुरा, अधपका, अनसीझा, अपक्व, अपरिपक्व, अविदग्ध, अशृत, कच्चा, काँचा, काचा

Insufficiently cooked.

half-baked, underdone

ଅର୍ଥ : ଯାହା କଞ୍ଚା ବା ଯାହାକୁ ତିଆରି କରିବାପାଇଁ କିଛି ପ୍ରକ୍ରିୟା କରିବାକୁ ପଡ଼ିଥାଏ

ଉଦାହରଣ : ବହୁ କମ୍ପାନିଗୁଡ଼ିକ କଞ୍ଚାମାଲ ଆମଦାନୀ କରନ୍ତି

जिसके तैयार होने में कसर हो या जिसे तैयार करने के लिए कुछ प्रक्रियाएँ करनी पड़े।

ज्यादातर कम्पनियाँ कच्चा माल आयात करती हैं।
कच्चा

ଅର୍ଥ : ଯାହା ଆଞ୍ଚରେ ରନ୍ଧା ହୋଇନାହିଁ

ଉଦାହରଣ : କିଛି କଞ୍ଚା ପରିବା ସାଲାଡ଼ ରୂପରେ ଖିଆଯାଏ

ସମକକ୍ଷ : ଅସିଝା, ଅସିଦ୍ଧ

जो आँच पर पका न हो।

कुछ कच्ची सब्ज़ियाँ सलाद के रूप में खाई जाती हैं।
असिद्ध, कच्चा, काँचा, काचा

Not treated with heat to prepare it for eating.

raw