ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧାକଞ୍ଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧାକଞ୍ଚା   ବିଶେଷଣ

ଅର୍ଥ : ଯାହା କମ୍‌ ପାଚିଛି

ଉଦାହରଣ : ରାମ ଦରପାଚିଲା ଆମ୍ବ ଖାଉଛି

ସମକକ୍ଷ : ଅଧାପାଚିଲା, ଅପରିପକ୍ୱ, ଦରପାଚିଲା

जो कम पका हुआ हो।

राम अधपके बेर खा रहा है।
अधकच्चा, अधपका, अपरिपक्व, अर्ध पक्व, अल्प पक्व, आम, गदरा, गद्दर

Insufficiently cooked.

half-baked, underdone

ଅର୍ଥ : ଯାହା ଅଧା କଞ୍ଚା କିମ୍ବା ଅଧା ସିଝା

ଉଦାହରଣ : ସେ ତରବରିଆ ଭାବରେ ଦରସିଝା ଡାଲିକୁ ଚୁଲିରୁ ଓହ୍ଲାଇଦେଲେ

ସମକକ୍ଷ : ଅଧାସିଝା, ଦରସିଝା

जो आधा कच्चा हो और आधा पका या गला हो।

उसने जल्दी में अधकच्ची दाल ही चूल्हे से उतार दी।
अधकच्चा, अधगला, अधपका

Insufficiently cooked.

half-baked, underdone