ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଣ୍ଡବତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଣ୍ଡବତ   ବିଶେଷ୍ୟ

ଅର୍ଥ : ନମସ୍କାର କଲାବେଳେ ନଇଁ ପଡ଼ିବା ପ୍ରକ୍ରିୟା

ଉଦାହରଣ : ଶହୀଦମାନଙ୍କୁ ଆମର ସାଦର ଦଣ୍ଡବତ

नमस्कार करते हुए झुकने की क्रिया।

शहीदों को हमारा सादर नमन।
नमन

ଅର୍ଥ : ପାଦ ଛୁଇଁ ଆଦରପୂର୍ବକ ଅଭିବାଦନ କରିବା କ୍ରିୟା

ଉଦାହରଣ : ସେ ଗୁରୁଙ୍କୁ ଦଣ୍ଡବତ କଲା

ସମକକ୍ଷ : ଓଳଗି, ପ୍ରଣାମ

पैर छूकर आदरपूर्वक अभिवादन करने की क्रिया।

उसने गुरुजी को प्रणाम किया।
आनति, पालागन, प्रणाम

ଅର୍ଥ : ପୃଥିବୀ ଉପରେ ଦଣ୍ଡ ଭଳି ସିଧା ଶୋଇପଡ଼ି କରାଯାଉଥିବା ପ୍ରଣାମ

ଉଦାହରଣ : ମନ୍ଦିରରେ ଲୋକମାନେ ଦଣ୍ଡବତ କରୁଥିବା ଦେଖିବାକୁ ମିଳେ

ସମକକ୍ଷ : ସାଷ୍ଟାଙ୍ଗ ପ୍ରଣାମ

दंड के समान सीधे पृथ्वी पर लेटकर किया जानेवाला प्रणाम।

मंदिर में लोगों को दंडवत करते हुए देखा जा सकता है।
डंडौत, डण्डौत, दंड प्रणाम, दंडवत, दंडवत्, दंडौत, दण्ड प्रणाम, दण्डवत, दण्डवत्, दण्डौत, साष्टांग प्रणाम, साष्टाङ्ग प्रणाम