ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଳଗି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଳଗି   ବିଶେଷ୍ୟ

ଅର୍ଥ : ଅଳ୍ପ ନଇଁକି ଅଭିବାଦନ ବା ସମ୍ମାନ କରିବା କ୍ରିୟା

ଉଦାହରଣ : ସେ ଅତିଥିମାନଙ୍କୁ ନମସ୍କାର କଲେ

ସମକକ୍ଷ : ଜୁହାର, ନମସ୍କାର, ନମସ୍ତେ, ପ୍ରଣାମ, ସଲାମ

थोड़ा झुककर अभिवादन करने की क्रिया।

उसने अतिथि को नमस्कार किया।
विद्या है तो करहिंगे सब कोऊ आदेस।
आदेश, आदेस, नमन, नमस्कार, नमस्ते, सलाम

ଅର୍ଥ : ପାଦ ଛୁଇଁ ଆଦରପୂର୍ବକ ଅଭିବାଦନ କରିବା କ୍ରିୟା

ଉଦାହରଣ : ସେ ଗୁରୁଙ୍କୁ ଦଣ୍ଡବତ କଲା

ସମକକ୍ଷ : ଦଣ୍ଡବତ, ପ୍ରଣାମ

पैर छूकर आदरपूर्वक अभिवादन करने की क्रिया।

उसने गुरुजी को प्रणाम किया।
आनति, पालागन, प्रणाम