ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଣ୍ଡବତକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଣ୍ଡବତକାରୀ   ବିଶେଷଣ

ଅର୍ଥ : ପାଦରେ ପଡ଼ି ପ୍ରଣାମ କରିବା ବ୍ୟକ୍ତି

ଉଦାହରଣ : ଗୁରୁ ଆଭୂମପ୍ରଣାମକାରୀ ଶିଷ୍ୟକୁ ଉଠାଇ ଗଳାରେ ଲଗାଇଲେ

ସମକକ୍ଷ : ଆଭୂମପ୍ରଣାମକାରୀ, ସାଷ୍ଟାଙ୍ଗପ୍ରଣାମକାରୀ

पैरों में पड़कर प्रणाम करनेवाला।

गुरु ने अनुशयी शिष्य को उठाकर गले से लगा लिया।
अनुशयी