ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଉଡ଼ାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଉଡ଼ାଇବା   କ୍ରିୟାପଦ

ଅର୍ଥ : କାହାରିକୁ କିଛି କାମ କରିବାପାଇଁ କୌଣସି ସ୍ଥାନକୁ ଶୀଘ୍ର ପଠାଇବା

ଉଦାହରଣ : ଖୁଡ଼ୀ ରୋହନକୁ ଜିନିଷ ଆଣିବାପାଇଁ କେତେଥର ବଜାରକୁ ଦଉଡ଼ାଇଲେ

किसी को किसी काम के लिए कहीं जल्दी भेजना।

चाची ने रोहन को सामान लाने के लिए कई बार बाज़ार दौड़ाया।
दौड़ाना

ଅର୍ଥ : ଚାରିଆଡ଼େ ବୁଲାଇବା

ଉଦାହରଣ : ବ୍ୟାଙ୍କର ବାବୁ ଋଣ ମଞ୍ଜୁର କରିବାପାଇଁ ବହୁତ ଦଉଡ଼ାଇଲେ

ସମକକ୍ଷ : ଦଉଡ଼େଇବା

चारों ओर फिराना।

बैंक के बाबू ने ऋण पास करने के लिए बहुत घुमाया।
घुमाना, चक्कर लगवाना

ଅର୍ଥ : ଦଉଡ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଶିକ୍ଷକ ଛାତ୍ରମାନଙ୍କୁ ପଡ଼ିଆରେ ଦଉଡ଼ାଇଲେ

ସମକକ୍ଷ : ଧାଁଦଉଡ଼ କରାଇବା, ଧୁଆଇଁବା

दौड़ाने का काम दूसरे से करवाना।

शिक्षक ने छात्रों को मैदान में दौड़वाया।
दौड़वाना, भगवाना

ଅର୍ଥ : ବ୍ୟର୍ଥରେ ପ୍ରତୀକ୍ଷା କରିବା

ଉଦାହରଣ : ମନ୍ତ୍ରୀ ଚାକିରୀ ଲାଳସା ଦେଖାଇ ରାମୁକୁ ମାସମାସ ଧରି ଦଉଡ଼ାଉଛନ୍ତି

ସମକକ୍ଷ : ଅପେକ୍ଷା କରାଇବା, ପ୍ରତୀକ୍ଷୀତ କରାଇବା

व्यर्थ का इंतजार कराना।

मंत्रीजी नौकरी का लालच देकर रामू को महीनों से टपा रहे हैं।
टपाना