ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଂଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଂଶନ   ବିଶେଷ୍ୟ

ଅର୍ଥ : ଦାନ୍ତଦ୍ୱାରା କାଟିବା କ୍ରିୟା

ଉଦାହରଣ : ବିଷାକ୍ତ କୀଟମାନଙ୍କ ଦଂଶନରୁ ଶରୀର ଉପରେ ଜାଗାଜାଗାରେ ଫୁଲା ଆସିଯାଇଛି

दाँत से काटने की क्रिया।

विषैले कीटों के दंशन से शरीर पर जगह-जगह सूजन आ गई है।
आदंश, दंश, दंशन

The act of gripping or chewing off with the teeth and jaws.

bite, chomp

ଅର୍ଥ : ବିଛା, ମହୁମାଛିଆଦି କୀଟମାନଙ୍କର ପଛରୁ ବାହାରିଥିବା ବିଷାକ୍ତ କଣ୍ଟା ଯାହା ଜୀବମାନଙ୍କର ଶରୀରରେ ପଶି ବିଷ ବିସ୍ତାର କରେ

ଉଦାହରଣ : ତାକୁ ବିଛା ଦଂଶନ କଲା

बिच्छू, मधुमक्खी आदि कीड़ों के पीछे का जहरीला काँटा जिसे वे जीवों के शरीर में धँसाकर जहर फैलाते हैं।

उसे बिच्छू ने डंक मार दिया।
आड़, आर, डंक, दंश

A sharp organ of offense or defense (as of a wasp or stingray or scorpion) often connected with a poison gland.

stinger